ବାସ୍ତୁଗୃହ -36:କାନ୍ଥର ଉଚ୍ଚତା କେତେ ହେବା ଦରକାର?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA //ବାସ୍ତୁବିଜ୍ଞାନ//

+++++++++++++++++++++++++++++++++++++++

କୋଠରୀ କାନ୍ଥର ଉଚ୍ଚତା

  1. କାନ୍ଥର ଉଚ୍ଚତା 10 ଫୁଟ ହେବା ଉଚିତ I
  2. ଉପର ମହଲା କାନ୍ଥର ଉଚ୍ଚତା 1/12 ଭାଗ କମ ହେବା ଦରକାର I
  3. ବାସଗୃହ କବାଟ କିମ୍ବା ଝରକାର ସଂଖ୍ୟା ଯୁଗ୍ମ ହେବା ଉଚିତ I
  4. ପ୍ରବେଶ ଦ୍ୱାରର ଉଚ୍ଚତା ଓସାରର ଦୁଇ ଗୁଣ ହେବା ଶୁଭପ୍ରଦ I
  5. ଯେତିକି ସଂଖ୍ୟାର କବାଟ ଝରକା ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ରହିବ, ତଦୁର୍ଧ୍ଵ ସଂଖ୍ୟା କବାଟ ଓ ଝରକା ପୂର୍ବ ଓ ଉତ୍ତର ଦିଗରେ ରହିବା ନିହାତି ଆବଶ୍ୟକ I
  6. ଗୃହରେ ଆମ୍ବ, ଶାଗୁଆନ, ନିମ୍ବ କାଠ ବ୍ୟବହାର କରି ପାରିବେ I
  7. ଏକ ପ୍ରକାର କାଠ ଲଗାଇଲେ ଭଲ I
  8. ତାଳ, ବର କିମ୍ବା ଅଶ୍ୱସ୍ତ କାଠ ବ୍ୟବହାର ଶାସ୍ତ୍ର ସମ୍ମତ ନୁହେଁ I
  9. ବର୍ଷା, ବାତ୍ୟା ଓ ବନ୍ୟା ସହନଶୀଳ ଗଛର କାଠ ବ୍ୟବହାର କରିବା ଜରୁରୀ I
  10. ଗୃହ କର୍ତ୍ତାଙ୍କୁ ଏସବୁ ଦିଗ ପ୍ରତି ନଜର ଦେବାକୁ ହେବ I

ଦେଖନ୍ତୁ ପୂର୍ଵ ରିପୋର୍ଟ…

//ବାସ୍ତୁଗୃହ-35://
କୋଠରୀଗୁଡିକର ମାପ କେମିତି ରହିବ ?

ବାସ୍ତୁଗୃହ-35: କୋଠରୀଗୁଡିକର ମାପ କେମିତି ରହିବ ?

Leave A Reply

Your email address will not be published.