ବାସ୍ତୁଗୃହ -21: ପ୍ଲଟର ଉଭୟ ଉତ୍ତର ଓ ପଶ୍ଚିମ ଦିଗରେ ରାସ୍ତା ଥିଲେ କରିବେ କଣ?
- ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
- TATKAL ODISHA// ବାସ୍ତୁ ବିଜ୍ଞାନ //
+++++++++++++++++++++++++++++++++++++
- ଉତ୍ତର ଓ ପଶ୍ଚିମାଭିମୁଖୀ ଭୂଖଣ୍ଡ (North & WEST SIDE Plot) :
***************************************************
ଭୂଖଣ୍ଡର ଉତ୍ତର ଓ ପଶ୍ଚିମ ଉଭୟ ପାର୍ଶ୍ବରେ ସଡ଼କ ଥିଲେ, ଉତ୍ତର ଓ ପଶ୍ଚିମାଭିମୁଖୀ ଭୂଖଣ୍ଡ କହନ୍ତି । ଏ ପ୍ରକାର ଭୂଖଣ୍ଡରେ ଗୃହ ନିର୍ମାଣ କଲେ ନିମ୍ନସୂଚିତ ନିୟମ ପ୍ରତି ଦୃଷ୍ଟି ଦେବା ଉଚିତ ।
- କ) ମୁଖ୍ୟ ଫାଟକ ଉତ୍ତର-ପଶ୍ଚିମ କୋଣର ପଶ୍ଚିମ ଦିଗକୁ କିମ୍ବା | ନୂ ଉତ୍ତର-ପୂର୍ବ ଦିଗର ଉତ୍ତର ପାର୍ଶ୍ଵ କୁ କରାଯାଇପାରେ ।
- ଖ) ମୁଖ୍ୟ ଦ୍ୱାର ଉତ୍ତର-ପଶ୍ଚିମ କୋଣର ପଶ୍ଚିମପାର୍ଶ୍ବକୁ କରିବା ଏ ଉଚିତ ।
- ଗ) ପଶ୍ଚାତ୍ପାର୍ଶ୍ଵ ଦ୍ଵାରଟି ଉତ୍ତର-ପୂର୍ବ କୋଣର ପୂର୍ବ ପାର୍ଶ୍ଵରେ କିମ୍ବା ଉତ୍ତର-ପୂର୍ବର ଉତ୍ତର ଦିଗକୁ କରାଯାଇପାରେ ।
ଦେଖନ୍ତୁ ପୂର୍ବ ରିପୋର୍ଟ..
//ବାସ୍ତୁବିଜ୍ଞାନ-20//
ପ୍ଲଟର ଉଭୟ ଉତ୍ତର ଓ ପୂର୍ବ ଦିଗରେ ସଡ଼କ ଥିଲେ କ’ଣ କରିବେ?
ବାସ୍ତୁଗୃହ-20: ପ୍ଲଟର ଉଭୟ ଉତ୍ତର ଓ ପୂର୍ବ ଦିଗରେ ସଡ଼କ ଥିଲେ କ’ଣ କରିବେ?