ବାବୁସାନର ପ୍ରେମ କାହାଣୀ, ବିଚ ରାସ୍ତାରେ ପତ୍ନୀଙ୍କ ଧୂଲେଇ

0

ଭୁବନେଶ୍ୱର,TATKAL ODISHA// 

ଅଭିନେତ୍ରୀ  ପ୍ରକୃତି ମିଶ୍ରଙ୍କୁ କାରରେ ବସାଇ ଅଭିନେତା ବାବୁସାନ୍ ରାଜମହଲ ଆଡକୁ ଆସୁଥିଲାବେଳେ ତାଙ୍କ ପତ୍ନୀ ତୃପ୍ତି ଶତପଥୀ କିଛି ଯୁବକଙ୍କ ସହଯୋଗରେ କାର ଅଟକାଇ ଥିଲେ I

ହଠାତ ଉଭୟଙ୍କ ଭିତରେ ଠେଲା ପେଲା ଓ ଗାଳିଗୁଲଜ ଆରମ୍ଭ ହୋଇଥିଲେ I ଏଭଳି ରୋଚକ ଘଟଣାକୁ ରାସ୍ତାରେ ଯାଉଥିବା ଲୋକେ ମଜା ନେଇଥିଲେ I

ତେବେ ତୃପ୍ତିଙ୍କ ଆଚରଣ ତାଙ୍କର ମାନହାନି କରିଛି ବୋଲି ପ୍ରକୃତି ମିଶ୍ର କହିଛନ୍ତି । ଏଥିନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

 

 

Leave A Reply

Your email address will not be published.