ବାତ୍ୟା ‘ଦାନା’ ପାଇଁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ

0

ଭୁବନେଶ୍ବର//TATKAL ODISHA//

ବାତ୍ୟା ‘ଦାନା’ ପାଇଁ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ )ପରୀକ୍ଷା ବାତିଲ ହୋଇଛି ।

ତାହା ଚଳିତ ମାସ ୨୭ରେ ହେବାର ଥିଲା, ହେଲେ ବାତ୍ୟା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି I

ପରବର୍ତ୍ତୀ ପରୀକ୍ଷା ନେଇ ପରେ ଜଣାଇ ଦିଆଯିବ।

ଏନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୃତ ତଥ୍ୟ ପାଇପାରିବେ ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.