ବରିଷ୍ଠ IAS ସ୍ତରରେ ଅଦଳବଦଳ ଖୁବଶୀଘ୍ର?

0

ଭୁବନେଶ୍ୱର//TATKAL ODISHA//EXCLUSIVE//

ଖୁବଶୀଘ୍ର ବିରିଷ୍ଠ ଓ ଅତି ବରିଷ୍ଠ IAS ସ୍ତରରେ ଅଦଳବଦଳ ହେବାର ସମ୍ଭାବନା ରହିଛି I

ଏଥିରେ କିଛି ଜିଲ୍ଲାପାଳ ବି ବଦଳିବେ I

କେଉଁମାନେ କେଉଁ ବିଭାଗକୁ ଯିବେ ତାର ତାଲିକା ପ୍ରସ୍ତୁତ ହୋଇ ସାରିଛି I ନୂଆ ମନ୍ତ୍ରୀମାନେ ନୂଆ ସଚିବଙ୍କ ସହ କାମ କରିବାର ସୁଯୋଗ ପାଇବେ I

ବଦଳି ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ରାତ୍ରି ସୁଦ୍ଧା ବା ରବିବାର ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି I

Leave A Reply

Your email address will not be published.