ବନ୍ଦନା ପଣ୍ଡାଙ୍କ କବିତା: “ତୁମେ ମନ୍ଦିର ମୁଖଶାଳା”

0

GUEST EDITOR /Tatkal odisha

ତୁମେ ମନ୍ଦିର ମୁଖଶାଳା
ମୁଁ ଯେ ପଥର ପାହାଚ ଧୂଳି
ତୁମେ ରତ୍ନ ବେଦୀର ଶିଳା
ମୁଁ ପୂଜା ନୈବେଦ୍ୟ ଥାଳି….
ତୁମେ ତୁଳସୀ ଗଜରା ମାଳା
ମୁଁ ଯେ ଦେହଲାଗି ଛଡା କଳି
ତୁମେ ବିଭୋର ମାହେନ୍ଦ୍ର ବେଳା
ମୁଁ ତ ଶହେଆଠ ଜପାମାଳି।

ସମ୍ପର୍କ –ବନ୍ଦନା ପଣ୍ଡା, ମୋ -9437428649

Leave A Reply

Your email address will not be published.