ବଢ଼ି ଚାଲିଛି ସଂକ୍ରମଣ: 6000 ଟ୍ରେଣ୍ଡ ଜାରି

0


ଭୁବନେଶ୍ୱର//ତତ୍କାଳ ଓଡ଼ିଶା //

କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନାହିଁ, ବଢିଚାଲିଛି  I କ୍ରମାଗତ ସାତ ଦିନ ଧରି 6000 ଟ୍ରେଣ୍ଡ ଜାରି ରହିଛି  I 

  ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି 6073 ଆକ୍ରାନ୍ତ । ଏମାନଙ୍କ ଭିତରେ 3522 ଆକ୍ରାନ୍ତ  କ୍ୱାରେଣ୍ଟାଇନରୁ ଓ 2551 ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

Leave A Reply

Your email address will not be published.