ବଢ଼ିଲା ପରିଧି : ଉତ୍ତରାଞ୍ଚଳ RDC ଅଧୀନରେ 12 ଜିଲ୍ଲା

0
  • ଭୁବନେଶ୍ୱର// TATKAL ODISHA //

ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକ୍ରମେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର(RDC)ଙ୍କ କାର୍ଯ୍ୟ ପରିଧି ବଢିଛି I ପୂର୍ବରୁ ଅଧୀନରେ 10 ଜିଲ୍ଲା ଥିଲା I ଏବେ 12 ଜିଲ୍ଲାକୁ ବୃଦ୍ଧି ହୋଇଛି I

ଅନ୍ୟପକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର(RDC)ଙ୍କ କାର୍ଯ୍ୟ ପରିଧି ସଂକୁଚିତ ହୋଇ 8 ଜିଲ୍ଲାରେ ସୀମିତ ରହିଛି I

ଦେଖନ୍ତୁ ବିଜ୍ଞପ୍ତି…

Leave A Reply

Your email address will not be published.