ବଢ଼ିଲା ଗ୍ୟାସ, ପେଟ୍ରୋଲ, ଡିଜେଲ ଦର

0

  • ପେଟ୍ରୋଲ -ଲିଟର ପିଛା ୮୦ ପଇସା
  • ଡିଜେଲ – ଲିଟର ପିଛା 25 ଟଙ୍କା
  • ଗ୍ୟାସ – ସିଲିଣ୍ଡର ପିଛା 50 ଟଙ୍କା


ନୂଆଦିଲ୍ଲୀ //TATKAL ODISHA//


ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି
ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି I

ଗ୍ୟାସ

ସେମିତି ପେଟ୍ରୋଲ ମୂଲ୍ୟ ବି ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।ଡିଜେଲ ଲିଟର ପିଛା ସିଧାସଳଖ ୨୫ ଟଙ୍କା ବୃଦ୍ଧି କରାଯାଇଛି ।

ବର୍ଦ୍ଧିତ ମୂଲ୍ୟ ଆଜି (ମଙ୍ଗଳବାର) ଠାରୁ ଲାଗୁ ହୋଇଛି ।

Leave A Reply

Your email address will not be published.