ପ୍ରଥମ ଦିନର 1122 ସରପଞ୍ଚଙ୍କ ମନୋନୟନ ପତ୍ର ଦାଖଲ

0
  • 22 ଜିଲ୍ଲା ପରିଷଦ ସଭ୍ୟ
  • 512 ପଞ୍ଚାୟତ ସମିତି ସଭ୍ୟ

ଭୁବନେଶ୍ୱର//TATKAL ODISHA//:

  ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ କେତେ ନାମାଙ୍କନ ଭରିଲେ ତାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ I

  • 22 ଜିଲ୍ଲା ପରିଷଦ ସଭ୍ୟ
  • 512 ପଞ୍ଚାୟତ ସମିତି ସଭ୍ୟ
  • 1122 ସରପଞ୍ଚ
  • 7116 ୱାର୍ଡ ମେମ୍ବର

ମନୋନୟନ ପତ୍ର ଦାଖଲ କରିଛନ୍ତି I

Leave A Reply

Your email address will not be published.