ପ୍ରତୀକ୍ଷାର ଅନ୍ତ: ଶରତ ପଟ୍ଟନାୟକ ନୂଆ ପିସିସି ଅଧ୍ୟକ୍ଷ

0

ଭୁବନେଶ୍ୱର//TATKAL ODISHA//

ରିପୋର୍ଟ // ମାନସ ରଞ୍ଜନ ପାତ୍ର//

ପ୍ରତୀକ୍ଷାର ଅନ୍ତ ଘଟିଛି I ଶେଷରେ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି I

ନୂଆ ପିସିସି ସଭାପତି ହୋଇଛନ୍ତି ଶରତ ପଟ୍ଟନାୟକ । ଶରତ ବାବୁ ପୂର୍ବରୁ ବି ପିସିସି ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି I

ନିରଞ୍ଜନ ପଟ୍ଟନାୟକଙ୍କ ପରେ ସମ୍ଭାଳିବେ ପିସିସି ମଙ୍ଗ  । 

Leave A Reply

Your email address will not be published.