ପୋଲିସ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର

0
  • ବିଜୟୱାଡାରୁ ଟେକି ଆଣିଲା ପୋଲିସ

ବିଜୟୱାଡା, ଭଦ୍ରକ//TATKAL ODISHA//

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଫିଟିବାକୁ ଯାଉଛି I

ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ରାଉତକୁ ପୁଲିସ ଧରିଛି I

ବିଜୟୱାଡ଼ା ଗସ୍ତ କରି ସେଠାକାର ପୋଲିସ ସହାୟତାରେ ପରମେଶ୍ୱରକୁ ଧରିଛି ପୁଲିସର ସ୍ୱତନ୍ତ୍ର ଟିମ I

ବିଜୟୱାଡ଼ାରେ ରହି ପରମେଶ୍ୱର ଶର୍ମିଷ୍ଠାଙ୍କୁ ଫେରାର୍‌ ପ୍ଲାନ କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି I

ତେଣୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଖୁବଶୀଘ୍ର ଧରାଡିଯିବେ ବୋଲି କୁହାଯାଉଛି I

Leave A Reply

Your email address will not be published.