ପାଞ୍ଚ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ
ନଭେମ୍ବର ୭ରୁ ନିର୍ବାଚନ ଆରମ୍ଭ, ଡିସେମ୍ବର ୫ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ
ନୂଆଦିଲ୍ଲୀ//TATKAL ODISHA//
ପାଞ୍ଚ ରାଜ୍ୟରେ ନିର୍ବାଚନ ବିଗୁଲ ବାଜିଛି I ସେଇ ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ତେଲେଙ୍ଗାନା ରାଜସ୍ଥାନ,ମିଜୋରାମ ଓ ଛତିଶଗଡ଼ I
ନଭେମ୍ବର ୭ରୁ ନିର୍ବାଚନ ଆରମ୍ଭ ହେବ I ୫ଟି ଯାକ ରାଜ୍ୟରେ ଡିସେମ୍ବର୩ ରେ ଭୋଟ ଗଣତି ହେବ । ଡିସେମ୍ବର ୫ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
