ପାକିସ୍ତାନ ଉପରେ ଭାରତର ଭୟଙ୍କର ‘ମିଜାଇଲ’ ଆକ୍ରମଣ

0
  • ନୂଆଦିଲ୍ଲୀ //TATKAL ODISHA//

ସର୍ଜିକାଲ ଷ୍ଟ୍ରାଇକ ଓ ଡ୍ରୋନ ଆକ୍ରମଣ ପରେ ଭାରତ ଏବେ ପାକିସ୍ତାନ ରାଜଧାନୀ ଇସଲାମବାଦ ସମେତ ପ୍ରାୟ ଦଶଟି ସହର ଉପରେ ମିଜାଇଲ ଆକ୍ରମଣ କରିଛି I

ତାହା ଗୁରୁବାର ରାତି ତମାମ ଚାଲିବା ପରେ ଶୁକ୍ରବାର ସକାଳେ ବି ଆଟାକ କରାଯାଇଛି I

ଭାରତର ତିନି ସେନା ବାହିନୀ ମିଳିତ ଭାବେ ଆକ୍ରମଣ କରିଛନ୍ତି I

ପାକିସ୍ତାନର ଫୈସଲାବାଦ, ସରଗୋଧା, ମୁଲତାନ ଏବଂ ସିଆଲକୋଟ ସହରରେ  ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି ଭାରତ।

  • ଲାହୋରରେ ଅବସ୍ଥିତ ପାକିସ୍ତାନର AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ)କୁ ଧ୍ୱଂସ କରିଦେଇଦିଆଯାଇଛି । 
  • ଭାରତୀୟ ସେନା ପାକିସ୍ତାନର ହାଇ-ଟେକ୍ ଲଢ଼ୁଆ ବିମାନ F-16 ଏବଂ JF 17କୁ ଗୁଳି କରି ଖସାଇ ଦେଇଛି I
  • INS ବିକ୍ରାନ୍ତରୁ ଲାହୋର ବନ୍ଦର ଉପରେ ଆକ୍ରମଣ କରି ସବୁ କିଛି ଛାରଖାର କରିଦିଆଯାଇଛି I
  • ଭାରତ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମେତ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଛି।
  • ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଘରଠାରୁ ମାତ୍ର 20 କିଲୋମିଟର ଦୂର ଆଟକ କରାଯାଇଛି।

ଅନ୍ୟପକ୍ଷରେ ବାଲୁଚ୍ ଲିବରେସନ୍ ଆର୍ମି(BLA) ବେଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛି। ଗ୍ୟାସ ପାଇପଲାଇନ ମଧ୍ୟ ଉଡ଼ାଇ ଦିଆଯାଇଛି । 

ଫଳରେ ବ୍ୟାକଫୁଟରେ ରହିଛି ପାକିସ୍ତାନ I

ଶୁକ୍ରବାର(9.5.2025) ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଦେଖନ୍ତୁ…

  1. A video of a drone attack in Jalandhar was widely being circulated to create a panic among the masses. PIB investigated the video and found that it was an unrelated video of a farm fire. The video had the timeline of 7:39 pm, while the drone attack began later. The same was backed by the DC of Jalandhar. The link for the same is provided – https://www.facebook.com/Jalandharadmin/posts/pfbid0E2xxyW8SYWWUD5Vaje3QwzL3r2zARR6d4hmSVfajgTbAsy1VFrBsqMxpfmkuiYdil?rdid=zONIbv21N1ARi71n#

PIB X link – https://x.com/PIBFactCheck/status/1920573308502004108

  • 2.    An Indian post was claimed to be destroyed by the Pakistani army in one of the fake videos spread online. The video was shared and amplified by a number of fake and unverified accounts. PIB found the claim to be completely false and confirmed it to be staged upon verification since there is no unit called “20 Raj Battalion” in the Indian Army. The video aimed to mislead the public and a part of a coordinated propaganda campaign.

PIB X link – https://x.com/PIBFactCheck/status/1920563445700890909

  • 3.      An old video was shared on Social Media with the claim that Pakistan has launched a missile attack on India in retaliation. PIB upon fact-checking the video busted the disinformation. The video shared was actually of the explosive attack that took place in Beirut, Lebanon in the year 2020. The link debunking the same is provided – https://www.youtube.com/watch?v=DkykPt9ISyk

PIB X link – https://x.com/PIBFactCheck/status/1920549148438245721

  • 4.       Information regarding a fidayeen attack on an Army brigade in RajouriJammu and Kashmir was widely shared and circulated. Upon fact-checking, PIB confirmed that no such fidayeen or suicide attack occurred on any army cantonment. The false claims was solely intented to mislead and cause confusion. The video was accordingly flagged.

PIB X link – https://x.com/PIBFactCheck/status/1920533172405592286

  • 5.      A confidential letter claimed Chief of the Army Staff (CoAS) Gen V.K. Narayan had sent a confidential letter regarding military preparedness to the Army officer of Northern Command. PIB fact-checked the same and found that Gen. V.K. Narayan is not the CoAS and confirmed the letter to be completely fake.(PIB)

Leave A Reply

Your email address will not be published.