ପବିତ୍ର ଘୋଷଯାତ୍ରାରେ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଜଗନ୍ନାଥ ଭଜନ-‘ଶ୍ରୀକ୍ଷେତ୍ରରୁ ତୁମେ ଆସିଚ…
- ଦ୍ଵିତୀୟ ଭକ୍ତିଗୀତ – ତୁମ ରଥକୁ ଦଣ୍ଡବତ… ତୁମ ପଥକୁ ଦଣ୍ଡବତ
//TATKAL ODISHA//
- ଶ୍ରୀକ୍ଷେତ୍ରରୁ ତମେ ଆସିଚ ..ତୁଳସୀ ତୁଳସୀ ବାସୁଚ…
- ତୁମ ରଥକୁ ଦଣ୍ଡବତ… ତୁମ ପଥକୁ ଦଣ୍ଡବତ..
ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ପୁଣି ଥରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଦୁଇଟି ଭକ୍ତିପୂର୍ଣ୍ଣ ଓ ଭାବଭରା ଭଜନ ଗାନ କରିଛନ୍ତି I
ପବିତ୍ର ଘୋଷଯାତ୍ରାରେ ତାହା ଲୋକାର୍ପିତ ହୋଇଛି I ସେହି ଦୁଇ ଭଜନକୁ ଆପଣ ଶୁଣି ଭାବ ଭକ୍ତିରେ ତଲ୍ଲୀନ ହୁଅନ୍ତୁ…
ଶୁଣନ୍ତୁ ସେହି ଭଜନ…
ଆଉ ଏକ ଭକ୍ତିଗୀତ ବି ଶୁଣନ୍ତୁ… – ତୁମ ରଥକୁ ଦଣ୍ଡବତ… ତୁମ ପଥକୁ ଦଣ୍ଡବତ..