ନୂତନ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

0
  • କଟକ, ଭୁବନେଶ୍ୱର//TATKAL ODISHA//

1987 ବ୍ୟାଚର ବରିଷ୍ଠ ଆଇପିଏସ ସୁନୀଲ ବଂଶଲ ଓଡିଶାର ନୂଆ ଡିଜିପି ଭାବେ ନିଯୁକ୍ତି

ପାଇଛନ୍ତି I 2022 ନୂଆ ବର୍ଷରୁ ସେ ଦାୟିତ୍ୱ ଗ୍ରହଣ କରିବେ I

ଆଇପିଏସ୍ ଶ୍ରୀ ବଂଶଲ ବର୍ତ୍ତମାନ ନୂଆଦିଲ୍ଲୀରେ ସ୍ୱତନ୍ତ୍ର ନିର୍ଦ୍ଦେଶକ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଭାବେ  କାର୍ଯ୍ୟରତ ଅଛନ୍ତି I ସେ  ମୟୁରଭଞ୍ଜର ଏସ୍‍ପି ଭାବେ ଦାୟିତ୍ୱ ତୁଲାଉଥିବା ବେଳେ  ୧୯୯୪ରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

ସେ ବର୍ତ୍ତମାନର ଡିଜିପି ଶ୍ରୀ ଅଭୟଙ୍କ ସ୍ଥାନ ନେବେ ।

ପ୍ରକାଶିତ ବିଜ୍ଞପ୍ତି

ଓଡ଼ିଶା ସରକାର ତିନି ବରିଷ୍ଠ ଆଇପିଏସଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଥିଲେ I ସେମାନଙ୍କ ଭିତରୁ ସୁନୀଲ ବଂଶଲ ନାଁରେ କେନ୍ଦ୍ର ସରକାର ମୋହର ଲଗାଇଛନ୍ତି I

Leave A Reply

Your email address will not be published.