ନୂଆ ମନ୍ତ୍ରୀମଣ୍ଡଳର ଶପଥ ଉତ୍ସବ : 13 କ୍ୟାବିନେଟ, 8 ରାଷ୍ଟ୍ରମନ୍ତ୍ରୀ
- ଭୁବନେଶ୍ୱର//TATKAL ODISHA//
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପ୍ରାରମ୍ଭରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ପାଠ ହୋଇଛି I
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଠିକ ପୂର୍ବାହ୍ନ 11.50ରେ ନୂଆ ମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି..
ଲୋକସେବା ଭବନ କନଭେସନ ହଲରେ ଏହି ସପଥ ଉତ୍ସବ ପାଳନ ହୋଇଥିଲା I
- କେଉଁମାନେ ମନ୍ତ୍ରୀ ହେଲେ??
କ୍ୟାବିନେଟ ମନ୍ତ୍ରୀ
- ଜଗନ୍ନାଥ ସାରକା
- ନିରଞ୍ଜନ ପୂଜାରୀ
- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- ପ୍ରମିଳା ମଲ୍ଲିକ
- ଉଷା ଦେବୀ
- ପ୍ରଫୁଲ୍ଲ କୁମାର ମଲ୍ଲିକ
- ପ୍ରତାପ କେଶରୀ ଦେବ
- ଅତନୁ ସବ୍ୟସାଚୀ ନାୟକ
- ପ୍ରଦୀପ କୁମାର ଅମାତ
- ନବ କିଶୋର ଦାସ
- ଅଶୋକ ଚନ୍ଦ୍ର ପଣ୍ଡା
- ଟୁକୁନି ସାହୁ
- ରାଜେନ୍ଦ୍ର ଢୋଲକିଆ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
- 1. ସମୀର ରଞ୍ଜନ ଦାଶ
- 2. ଅଶ୍ୱିନୀ କୁମାର ପାତ୍ର
- 3.ପ୍ରୀତି ରଞ୍ଜନ ଘଡେଇ
- 4. ଶ୍ରୀକାନ୍ତ ସାହୁ
- 5. ତୁଷାର କାନ୍ତି ବେହେରା
- 6 ରୋହିତ ପୂଜାରୀ
- 7. ରିତା ସାହୁ
- 8.ବାସନ୍ତୀ ହେମ୍ରମ
ଶପଥ ଉତ୍ସବ ଶେଷରେ ମନ୍ତ୍ରୀମାନେ ଏକାଠି ହୋଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଥିଲେ I