ନିୟମିତ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ
ଭୁବନେଶ୍ୱର//TATKAL ODISHA//
ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗର ଉପକାରିତା ଉପରେ ଅଭିଭାଷଣ ଦେଇଛନ୍ତି I
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିୟମିତ ଯୋଗ କଲେ ମନ ଓ ଶରୀର ସୁସ୍ଥ ରହିବ I ତେଣୁ ସମସ୍ତେ ଯୋଗ କରିବା ଦରକାର I