ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା

0

ମାଲକାନଗିରି//TATKAL ODISHA//

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଉଛି I

ମାଲାକନଗିରିର ସେହି କରିତକର୍ମା ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ଅଶିଷ ଦାସ I ତାଙ୍କ ଠାରୁ ୪ କୋଟିର ସମ୍ପତ୍ତି ଜବତ ହୋଇଛି ।

ଚଢ଼ାଉ ବେଳେ ନଗଦ ୧ କୋଟି ୩୬ ଲକ୍ଷ ୭୫ ହଜାର ଟଙ୍କା , ୧.୨ କିଲୋରୁ ଅଧିକ ଓଜନର ସୁନା, ସୁନା ବିସ୍କୁଟ ଠାବ ହୋଇଛି I

ପୂର୍ବରୁ ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି

Leave A Reply

Your email address will not be published.