ନଦୀ ଫେରେ ସାଗରକୁ… ଖୋକା ଭାଇଙ୍କ ସ୍ମରଣରେ..
- କଣ୍ଠ : ସତ୍ୟବ୍ରତ ସାହୁ, ଆଦ୍ୟାଶା ଦାସ
ଭୁବନେଶ୍ୱର// TATKAL ODISHA//
ନଦୀ ଫେରେ ସାଗରକୁ…
ଓଡ଼ିଆ ସଂଗୀତ ଜଗତର ବାଦଶହା ଖୋକା ଭାଇଙ୍କ ଏହି କାଳଜୟୀ ଗୀତକୁ ପୁଣି ଥରେ ଓ ନୂଆ ରୂପରେ ଭେଟି ଦେଇଛନ୍ତି ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସତ୍ୟବ୍ରତ ସାହୁ ଏବଂ ଆଦ୍ୟାଶା ଦାସ I
- ଗୀତଟିକୁ ଶୁଣି ଗାୟିକା ଗୀତା ପଟ୍ଟନାୟକ କହିଛନ୍ତି ଯେ, “ଆଖି ବୁଜି ଶୁଣିଲେ ଗୀତଟି କିଏ ବୋଲିଛନ୍ତି, ତାହା ଜାଣିବା ମୁସ୍କିଲ.. ଖୁବ ସୁନ୍ଦର ଓ ଶ୍ରୁତି ମଧୁର ହୋଇଛି “
ଗୀତଟିକୁ ସମ୍ପାଦନା ସହ ସମ୍ପୂର୍ଣ୍ଣ ଚିତ୍ରତ୍ତୋଳନ କରିଛନ୍ତି.. ପ୍ରଶାନ୍ତ ଜେଠୀ
ଶୁଣନ୍ତୁ…
https://youtu.be/ye645-M3Xrw?si=OwOGolq0Dl9EJXa6