ଧର୍ମେନ୍ଦ୍ର ଧମାକା : ୟୁପି ପ୍ରଭାରୀ

0
  • ସହଯୋଗ କରିବେ 7 ସହ ପ୍ରଭାରୀ

ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//

ଦଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ କମୁଛି ବୋଲି ଯେଉଁ କଥା ଗୁଞ୍ଜରିତ ହୋଇଥିଲା, ତା’ର ପୂର୍ଣ୍ଣଛେଦ ପଡ଼ିଛି I  ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱ ତାଙ୍କୁ ମିଳିଛି I ସେ  ଦଳୀୟ ପ୍ରଭାରୀ ଭାବେ ନିଯୁକ୍ତି ହୋଇଛନ୍ତି I 

  ଧର୍ମେନ୍ଦ୍ରଙ୍କୁ ସହଯୋଗ କରିବେ  ୭ ସହପ୍ରଭାରୀ I ସେମନେ ହେଉଛନ୍ତି  ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ୍, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ  ବିବେକ ଠାକୁର ।

Leave A Reply

Your email address will not be published.