ଦ୍ଵିତୀୟ ଲହର ପିଲାଙ୍କୁ କରୁଛି ବେଶୀ ସଂକ୍ରମଣ

0

GUEST EDITOR//ଡା. ଅରବିନ୍ଦ ମହାନ୍ତି


ନୂଆ କଲୋନା ଭୁତାଣୁ ସମ୍ୱନ୍ଧରେ ଜାଣି ରଖନ୍ତୁ


୧. ଖୁବ ଶୀଘ୍ର ବହୁ ଲୋକଙ୍କୁ ସଂକ୍ରମଣ ୨. ଲକ୍ଷଣ ନ ଥିବା ଲୋକଙ୍କ ଦ୍ବାରା ବ୍ୟାପୁଛି୩. ବାୟୁରେ ଭାସି ଭାସି ବହୁତ ଦୂରର ଲୋକକୁ ସଂକ୍ରମଣ୪. ଅଳ୍ପ ସମୟରେ ଏହା ଗୁରୁତର ଅବସ୍ଥାକୁ ନେଇ ଯାଇଛି୫. ପିଲାମାନଙ୍କୁ ଏହା ବେଶୀ ସଂକ୍ରମଣ କରୁଛି୬. ଏକ ସମୟରେ ପରିବାରର ବହୁ ଲୋକ ଆକ୍ରାନ୍ତ୭. କରୋନା ଟୀକା ନେଇଥିବା ଲୋକଙ୍କୁ ଆକ୍ରାନ୍ତ କରୁଛି୮. କମ ତୀବ୍ର ଓ ଅଲଗା ଲକ୍ଷଣ ଥିବା ଯୋଗୁ ଜାଣିବା ଅସମ୍ଭଵ 
ତେଣୁ ରୋଗୀ ଖୁବଶୀଘ୍ର ଗୁରୁତର ହେଇଛି
୯. ଲକ୍ଷଣବିହୀଜ ଲୋକ ଏହି ରୋଗକୁ ବେଶୀ ସଂକ୍ରମଣ କରନ୍ତି୧୦ ମାସ୍କ ନ ପିନ୍ଧୁଥିବା ଲୋକଙ୍କୁ ଅଧିକ ସଂକ୍ରମଣ୧୧. ମସ୍ଥିଷ୍କ , ଫୁସଫୁସ, ହୃତପିଣ୍ଡ ଅଧିକ ଆକ୍ରାନ୍ତ ହେଇଛି୧୨. ଅଲଗା ଲକ୍ଷଣ 
–ହାଲିଆ ଲାଗିବା,ଭୋକ ନ ହେବା,ଚର୍ମରେ ନାଲି ଦାଗ ଦେଖା ଯିବା ସହ ଲାଲ ପଢ଼ିବା,ହଠାକ ଅଚେତ ହୋଇଯିବା, ପେଟରେ ଯନ୍ତ୍ରଣା ହୋଲ ବାନ୍ତି ଓ ପତଳା ଝାଡା ହେବା,ଲକ୍ଷଣ ନ ଥାଇ ହଟାତ ଅଣନିଶ୍ବାସୀ ଲାଗିବା..

ସମ୍ପର୍କ  -DR ARABIND MOHANTY
           ଶିଶୁ ବିଶେଷଜ୍ଞ, ଭୁବନେଶ୍ୱର         

  MOB- 943708000

Leave A Reply

Your email address will not be published.