ଦୁଇ ବରିଷ୍ଠ OAS ହେଲେ ଅବସ୍ଥାପିତ

0

ଭୁବନେଶ୍ୱର//TATKAL ODISHA//

ଓଡ଼ିଶା ପ୍ରଶାସନିକ ଅଧିକାରୀ(OAS) ସ୍ତରରେ ଛୋଟ ଧରଣର ବଦଳି ନିର୍ଦେଶନାମା ପ୍ରକାଶ ପାଇଛି I

ପୂର୍ବତନ ଦୁଇ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୁଇ ବିଭାଗରେ ଅବସ୍ଥାପିତ କରାଯାଇଛି I

ସେମାନେ ହେଉଛନ୍ତି…

  • ସରୋଜ କୁମାର ସାହୁ
  • ଦେବାଶିଷ ସିଂହ

Leave A Reply

Your email address will not be published.