ଦିନକରେ 24 କରୋନା ଆକ୍ରାନ୍ତ ମୃତ
- ସଂକ୍ରମିତ ସଂଖ୍ୟା 1539
- ଭୁବନେଶ୍ୱର//TATKAL ODISHA//
କରୋନାରେ ଦିନକରେ ୨୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮୮୬୨କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୬, ଯାଜପୁର ଜିଲ୍ଲାରୁ ୩, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି । ମୃତକଙ୍କ ଭିତରେ ଭଦ୍ରକ ଜିଲ୍ଲାର ଜଣେ ୨୧ ଦିନର ଶିଶୁ ପୁତ୍ର ରହିଛି ।
ଅନ୍ୟପକ୍ଷରେ ଅନୁଗୋଳ, ବରଗଡ଼, ପୁରୀ, ନବରଙ୍ଗପୁର ଜିଲ୍ଲାରୁ ଆଉ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି ।
* ଦେଖନ୍ତୁ ଚବିଶ ଘଣ୍ଟାରେ କେତେ ହେଲେ ସଂକ୍ରମିତ?
: Covid-19 Report For 11th Feb
New Positive Cases: 1539
Of which 0-18 years: 342
In quarantine: 897
Local contacts: 642
(Details of local contacts will be shared by concerned District)
- Angul: 119
- Balasore: 40
- Bargarh: 23
- Bhadrak: 25
- Balangir: 10
- Boudh: 27
: 7. Cuttack: 85 - Deogarh: 37
- Dhenkanal: 11
- Gajapati: 44
- Ganjam: 55
- Jagatsinghpur: 35
- Jajpur: 50
- Jharsuguda: 23
- Kalahandi: 35
- Kandhamal: 20
- Kendrapada: 38
- Keonjhar: 53
- Khurda: 223
- Koraput: 72
- Malkangiri: 1
- Mayurbhanj: 53
: 23. Nawarangpur: 32 - Nayagarh: 36
- Nuapada: 26
- Puri: 33
- Rayagada: 75
- Sambalpur: 65
- Sonepur: 17
- Sundargarh: 124
- State Pool: 52
New recoveries: 2483
Cumulative tested: 28355937
Positive: 1276114
Recovered: 1253914
Active cases: 13285