ଦିନକରେ ସଂକ୍ରମଣ 800 ନିକଟତର
ଭୁବନେଶ୍ବର//ତତ୍କାଳ ଓଡିଶା//
ରାଜ୍ୟରେ ଦିନକରେ 700 ଟପିଛି I କରୋନା ଆକ୍ରାନ୍ତଙ୍କ ସଂଖ୍ୟା I ସୋମବାର ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୫୭୩କୁ ବଢ଼ିଥିବା ବେଳେ ମଙ୍ଗଳବାର ୫୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।ଏମାନଙ୍କ ମଧ୍ୟରୁ ୩୪୨ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୨୪୬ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।
ବୁଧବାର ସଂକ୍ରମିତଙ୍କ ସଂଖ୍ୟା 791 I ଦେଖନ୍ତୁ ଜିଲ୍ଲାର କରୋନା ସ୍ଥିତି…
DISTRICT WISE POSITIVE CASES 06-04-2021
- Angul: 17
- Balasore: 6
- Bargarh: 48
- Bhadrak: 10
- Balangir: 14
- Boudh: 2
- Cuttack: 46
- Deogarh: 1
- Dhenkanal: 3
- Ganjam: 9
- Jagatsinghpur: 9
- Jajpur: 16
- Jharsuguda: 31
- Kalahandi: 38
- Kandhamal: 4
- Kendrapada: 1
- Keonjhar: 39
- Khurda: 118
- Koraput: 9
- Malkangiri: 2
- Mayurbhanj: 24
- Nawarangpur: 23
- Nayagarh: 7
- Nuapada: 31
- Puri: 43
- Rayagada: 14
- Sambalpur: 45
- Sonepur: 7
- Sundargarh: 147
- State Pool: 27
Total: 791