ଥୟ ଧରୁନି କରୋନା : ଆଉ 7 ମୃତ, ଆକ୍ରାନ୍ତ 6000 ପାର*
- ମୃତ୍ୟୁ ସଂଖ୍ୟା 1988କୁ ବୃଦ୍ଧି
ଭୁବନେଶ୍ୱର//ତତ୍କାଳ ଓଡ଼ିଶା //
କମୁନାହିଁ କରୋନା ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା I ଦିନକରେ ରାଜ୍ୟରୁ ଆଉ 7 ଜୀବନ ନେଇଥିଲା ବେଳେ ଆକ୍ରାନ୍ତ ସଂଖ୍ୟା ପୁଣି 6000 ଟପିଛି I
ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ଦୁଇ ଜଣ ପ୍ରାଣ ହରାଇଥିଲାବେଳେ ସୁନ୍ଦରଗଡ଼, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରୁ ଜଣେ କରି ଆକ୍ରାନ୍ତଙ୍କ ଅକାଳ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁସଂଖ୍ୟା 1988 ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି 6116 ଆକ୍ରାନ୍ତ । ଏମାନଙ୍କ ଭିତରେ 3546 ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ଓ 2570ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।
[25/04, 09:04] Tathya-himansu: Covid-19 Report For 24th April
New Positive Cases: 6116
In quarantine: 3546
Local contacts: 2570
(Details of local contacts will be shared by concerned Dist Administration)
District Wise Cases:
- Angul: 151
- Balasore: 102
- Bargarh: 262
- Bhadrak: 87
- Balangir: 189
- : 6. Boudh: 32
- Cuttack: 343
- Deogarh: 39
- Dhenkanal: 8
- Gajapati: 78
- Ganjam: 134
- Jagatsinghpur: 73
- Jajpur: 324
- Jharsuguda: 254
- Kalahandi: 321
- Kandhamal: 36
- Kendrapada: 46
- Keonjhar: 118
- Khurda: 875
- Koraput: 71
- Malkangiri: 32
22. Mayurbhanj: 158 - Nawarangpur: 318
- Nayagarh: 99
- Nuapada: 430
- Puri: 180
- Rayagada: 104
- Sambalpur: 280
- Sonepur: 8
- Sundargarh: 785
- State Pool: 179
- New recoveries: 3464
Cumulative tested: 9878252
Positive: 407457
Recovered: 359467
Active cases: 45949