ତେଲେଙ୍ଗାନା ୱlରଙ୍ଗଲର ମା’ ଦଶଭୁଜା ମହିଷାମର୍ଦିନୀ ଦୁର୍ଗା

0

TATKAL ODISHA//ଐତିହ୍ୟ ଖୋଜ//

ତେଲେଙ୍ଗାନା ୱlରଙ୍ଗଲ ର ମା’ ଭଦ୍ରକାଳୀ ଦଶଭୁଜା ମହିଷା ମର୍ଦ୍ଦିନୀ ଦୁର୍ଗା l
ଖ୍ରୀ 625ରେ ଚାଲୁକ୍ୟ ବଂଶୀୟ ରାଜା ଦ୍ଵିତୀୟ ପୂଲ୍ଲକେଶୀ ମା’ଙ୍କୁ ସ୍ଥାପନା କରିଥିଲେ I

ଆନ୍ଧ୍ରର ବେଙ୍ଗୀ ଉପରେ ବିଜୟ ର ଏହା ସ୍ମାରକୀ ଅଟେ l ଦଶ ମହଣ ସୁନା ରେ ମା’ ଭଦ୍ରକାଳୀଙ୍କୁ ସେ ବିଭିନ୍ନ ଭୂଷଣ ଦାନ କରିଥିଲେ l

ପରବର୍ତ୍ତୀ ସମୟରେ କାକତିୟ ବଂଶୀୟ ରାଜା ମାନେ ଏହି ରାଜ୍ୟ ଅଧିକାର କରି ମା ଭଦ୍ରକାଳୀ ଙ୍କୁ ସେମାନଙ୍କର କୂଳ ଦେବୀ ରୂପେ ପୂଜା କଲେ l
ସେମାନଙ୍କ ରାଜତ୍ୱ ସମୟରେ ଗୋଲକୁଣ୍ଡାର କୋଲଲୁର ଖଣିରୁ କୋହିନୁର ହୀରା ବାହାରିଲା l

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସେ ବିଶ୍ୱ ବିଖ୍ୟାତ କୋହିନୁର ହୀରା କୁ ଦେବୀ ଭଦ୍ରକାଳୀ ଙ୍କର ବାମ ଚକ୍ଷୁ ରେ କାକଟିୟ ମାନେ ଖଞ୍ଜି ଥିଲେ, ଯାହା ରାତ୍ରି ର ଅନ୍ଧକାର କୁ ମଧ୍ୟ ନିଜ ଜ୍ୟୋତି ରେ ଆଲୋକିତ କରୁଥିଲା l

ଆଲାଉଦ୍ଦିନ ଖିଲିଜି ଏହାକୁ ଅଧିକାର କରି ଲୁଣ୍ଠନ କରି ଦିଲ୍ଲୀ ନେଇ ଯାଇଥିଲେ l

(ସଂଗୃହିତ)

Leave A Reply

Your email address will not be published.