ଡିସେମ୍ବର 2024ରେ ସନ୍ତରାଗଡିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ
- ପ୍ରସ୍ତୁତ ବୈଠକରେ ବହୁ ପୁରାତନ ଛାତ୍ର ଉପସ୍ଥିତ
- ନୀଳଗିରି,ଭୁବନେଶ୍ୱର //TATKAL ODISHA//
ଥାକ ଥାକ ନିଳ ପାହାଡ଼ରେ ପରିପୂର୍ଣ୍ଣ ‘ଦେବଗିରି’ ର ପାଦଦେଶରେ ରହିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ ସନ୍ତରlଗଡିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ I ଏହି ଆଦର୍ଶ ସ୍କୁଲରେ ହୀରକ ଜୟନ୍ତୀ ଉତ୍ସବ ମହାସମାରୋହ ପାଳନ ହେବାକୁ ଯାଉଛି I ପ୍ରାୟ ଏକ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ I
ଶେଷରେ ୨୦୨୪ ଡ଼ିସେମ୍ବରରେ ହୀରକ ଜୟନ୍ତୀର ସମାରୋହ ମହାଆଡ଼ମ୍ବରରେ ଅନୁଷ୍ଠିତ ହେବ ।
ସ୍କୁଲର ପୁରାତନ ଛାତ୍ରଙ୍କୁ ନେଇ ଗଠିତ ଛାତ୍ର ସଂସଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି I
‘୪ ଫେବୃଆରୀ ୨୦୨୪ ରବିବାର ପୁନଶ୍ଚ ବୈଠକ ହେବ’
“୧୧ ଫେବୃଆରୀ ୨୦୨୪ ଦିବା ୮ ଘଟିକାରେ ସ୍ଥାନୀୟ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଠାରୁ ମଶାଲ ଶୋଭାଯାତ୍ରା କରାଯାଇ ବିଦ୍ୟାଳୟରେ ଉଦ୍ଘାଟନ ଉତ୍ସବର ଶୁଭ ଶଙ୍ଖ ବାଜିବ I”
- ଏଥିରେ ପୁରାତନ ଛାତ୍ର ସଂସଦର
- ସଭାପତି ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ,
- ଉପ – ସଭାପତି ହିମାଂଶୁ ଶେଖର ସେନାପତି,
- ସମ୍ପାଦକ ଡ ଅକ୍ଷୟ କୁମାର ପାଣିଗ୍ରାହୀ,
- ସହ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ରାମକୃଷ୍ଣ ସ
- ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ବୈଦନlଥ ମହାନ୍ତି, ବଳରାମ ରାଉତ(ପପୁ), ଚିକୁ ଚନ୍ଦନ ଦାସ, ଶୁଭ୍ରାଂଶୁ ଶେଖର ସେନାପତି, ସଙ୍ଗୀତ ନିର୍ଦ୍ଦେଶକ ଟୁନୁ ପଟ୍ଟନାୟକ, ଅଜିତ କୁମାର ପାଣିଗ୍ରାହୀ, ଦୀପକ କୁମାର ଦାସ, ଶୈଳେନ୍ଦ୍ର ପଣ୍ଡା, ଦିଲ୍ଲୀପ କୁମାର ପଣ୍ଡା, ସତ୍ୟନାରାୟଣ ପଣ୍ଡା, ଟୁବୁଲା ମିଶ୍ର, କରୁଣାକର ରାଉଳ, କପିଳ ସାମଲ, ନିତ୍ୟାନନ୍ଦ ବାରିକ, ନରହରି ବିଶ୍ବାଳ, ପ୍ରଶାନ୍ତ କୁମାର ବେହେରା, ଗୌରହରି ଜେନା, ବସନ୍ତ ସେନାପତି, ହେମନ୍ତ ସାମଲ, ରମାକାନ୍ତ ସ, ପ୍ରେମାନନ୍ଦ ମହାନ୍ତି, ସଞ୍ଜୟ କୁମାର ବାରିକ, ସେବୟନ୍ତି ଖିଲାର, ରତ୍ନାକର ବେହେରା, ଧ୍ୟାନେନ୍ଦ୍ର କୁମାର ପଟ୍ଟନାୟକ, ଗଜେନ୍ଦ୍ର କୁମାର ରାଉଳ, ସାଗରେନ୍ଦ୍ର ମିଶ୍ର, ରମାକାନ୍ତ ପାଢ଼ୀ, ରବୀନ୍ଦ୍ର କୁମାର ରଣା, ବୃନ୍ଦାବନ ବାରିକ, ମାଧବ ସ, ବସନ୍ତ ରାଉଳ, ଭାଗବତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
- ଶେଷରେ ବିଦ୍ୟାଳୟ କମିଟିର ସଭାପତି ମୁକ୍ତିକାନ୍ତ ବାରିକ ଧନ୍ୟବାଦ୍ ପ୍ରଦାନ କରିଥିଲେ ।