ଝାରସୁଗୁଡା ଉପନିର୍ବାଚନ: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

0

ଭୁବନେଶ୍ୱର//TATKAL ODISHA//
 ଝାରସୁଗୁଡା ଉପନିର୍ବାଚନ ପ୍ରଚାର କାର୍ଯ୍ୟକୁ ଅଧିକ ଶାଣିତ କରିବା ପାଇଁ ଗୁରୁବାର ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ନାମ ତାଲିକା କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି ।

  • ରାଜ୍ୟ ସଭାପତି ମନମୋହନ ସାମଲ ତାଲିକାରେ ସର୍ବାଗ୍ରେ ଥିବାବେଳେ ଦ୍ଵିତୀୟରେ ପୂର୍ବତନ ରାଜ୍ୟ ସଭାପତି ଜୁଏଲ୍ ଓରାମ, ତୃତୀୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଚତୁର୍ଥରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନାଁ ରହିଛି I
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ,
  • ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର,
  • କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ,
  • ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,
  • ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ,
  • ଡି.ପୁରନ୍ଦେଶ୍ୱରୀ,
  • କେନ୍ଦ୍ରମନ୍ତ୍ରୀ ବିଜୟ ପାଲସିଂ ତୋମାର,
  • ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି,
  • ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା,
  • ପୂର୍ବତନ ସଭାପତି କେଭି ସିଂଦେଓ,
  • ସାଂସଦ ସଙ୍ଗିତା ସିଂଦେଓ, ଅପରାଜିତା ଷଡଙ୍ଗୀ ଓ ନୀତେଶ ଗଙ୍ଗଦେବ,
  • ବିଧାୟକ ମୋହନ ଚରଣ ମାଝୀ, ନାଉରୀ ନାଏକ,
  • ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର,
  • ବରିଷ୍ଠନେତା ଖାରବେଳ ସ୍ୱାଇଁ,
  • ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସଂପାଦକ ରବି ନାୟକ,
  • ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ମାନସ କୁମାର ମହାନ୍ତି,
  • ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର,
  • ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ସୁବାଷ ପାଣିଗ୍ରାହୀ,
  • ଶଙ୍କର ଓରାମ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା,
  • କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ,
  • ବିଧାୟକ ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ,
  • ମୁକେଶ ମହାଲିଙ୍ଗ,
  • କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ, ମଙ୍ଗଳ ସାହୁ, ଦିନେଶ ଜୈନ୍‌, ବରିଷ୍ଠ ନେତା ତ୍ରୀନାଥ ଗୁଆଳ ପ୍ରମୁଖ ସାମିଲ ଅଛନ୍ତି ।

Leave A Reply

Your email address will not be published.