ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡି ୪୦ ଜଣିଆ ଷ୍ଟାର୍ କ୍ୟାମ୍ପନର ତାଲିକାରେ ସୁଶାନ୍ତ ସିଂ

0
  • ସର୍ବାଗ୍ରେ ମୁଖ୍ୟମନ୍ତ୍ରୀ , ଦ୍ୱିତୀୟରେ ପ୍ରଣବ, ତୃତୀୟରେ ଦେବୀ, ଚତୁର୍ଥରେ ପ୍ରସନ୍ନ
  • ଭୁବନେଶ୍ୱର//TATKAL ODISHA
    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ‘ଷ୍ଟାର କ୍ୟାମ୍ପନର’ଙ୍କ ତାଲିକା ପ୍ରକାଶ କରିଛି ।ଉକ୍ତ ‘ଷ୍ଟାର କ୍ୟାମ୍ପନର’ ତାଲିକାରେ ବି ବିଧାୟକ ସୁଶାନ୍ତ ସିଂଙ୍କ ନାମ ରହିଛି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ତୃତୀୟରେ ଦେବୀ ପ୍ରସାଦ ମିଶ୍ର ଓ ଚତୁର୍ଥରେ ଅଛନ୍ତି ପ୍ରସନ୍ନ କୁମାର ଆଚାର୍ଯ୍ୟ ।

  • ଶାରଦା ପ୍ରସାଦ ନାୟକ,
  • ନିରଞ୍ଜନ ପୂଜାରୀ,
  • ଅଶୋକ ଚନ୍ଦ୍ର ପଣ୍ଡା ,
  • ପଦ୍ମନାଭ ବେହେରା,
  • ପ୍ରଦାପ କେଶରୀ ଦେବ
  • ଅତନୁ ସବ୍ୟସାଚୀ ନାୟକ,
  • ଅରୁଣ ସାହୁ,
  • ପ୍ରଦାପ ଜେନା,
  • ସ୍ନେହାଙ୍ଗୀନି ଛୁରିଆ,
  • ଟୁକୁନି ସାହୁ,
  • ପ୍ରଶାନ୍ତ ମୁଦୁଲି,
  • ପୁଷ୍ପେନ୍ଦ ସିଂଦେଓ,
  • ଦିବ୍ୟ ଶଙ୍କର ମିଶ୍ର,
  • ରିତା ସାହୁ,
  • ଅଳକା ମହାନ୍ତି,
  • ଚନ୍ଦ୍ରଶେଖର ସାହୁ,
  • ବ୍ରଜ କିଶୋର ପ୍ରଧାନ,
  • ପ୍ରଣବ ବଳବନ୍ତରାୟ,
  • କିଶୋର ନାୟକ,
  • ଦେବୀ ରଞ୍ଜନ ତ୍ରିପାଠୀ,
  • ସୌଭିକ ବିଶ୍ୱାଳ,
  • ସ୍ୱରୂପ କୁମାର ଦାସ,
  • ରୁଦ୍ର ପ୍ରତାପ ମହାରଥି,
  • ଯୋଗେଶ ସିଂ,
  • ରୋମାଞ୍ଚ ରଞ୍ଜନ ବିଶ୍ୱାଳ ,
  • ଅରିନ୍ଦମ ରୟ ଓ ସତ୍ୟବ୍ରତ ତ୍ରିପାଠୀ ବା କୁନା ତ୍ରିପାଠୀଙ୍କ ନାମ ରହିଛି ।

Leave A Reply

Your email address will not be published.