ଜେଲ ୱାର୍ଡରଙ୍କ ଅବହେଳା ଯୋଗୁଁ ଗୋବିନ୍ଦ କଲେ ଆତ୍ମହତ୍ୟା: ରିପୋର୍ଟ

0
  • ଭୁବନେଶ୍ୱର,//TATKAL ODISHA//

ମମିତା ମେହେର ହତ୍ୟା ମାମଲାରେ ଜେଲରେ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହେଲା କିପରି? ସେ ଆତ୍ମହତ୍ୟା କରିଛନ୍ତି ନା’ ମାରି ଦିଆଯାଇଛି? ଏହା ଉପରେ ଆସିଛି ପ୍ରାରମ୍ଭିକ ରିପୋର୍ଟ ଆସିଛି I

କଣ୍ଟାବାଞ୍ଜି ଜେଲ ୱାର୍ଡରଙ୍କୁ ଏଥିପାଇଁ ଦାୟୀ କରାଯାଇଛି I ତାଙ୍କର  କାର୍ଯ୍ୟରେ ଅବହେଳା ପାଇଁ ଏପରି ଅଘଟଣ ଘଟିଲା I

ଗୋବିନ୍ଦ ଆତ୍ମହତ୍ୟା ପାଇଁ ସୁଯୋଗ ପାଇଲେ ବୋଲି ରିପୋର୍ଟରେ ଦର୍ଶଯାଇଛି I 

ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଥିଲେ I ସେ ମମିତା ମେହେର ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଥିଲେ।

ମୁମୁର୍ଷୁ ହେବା ପରେ ଗୋବିନ୍ଦଙ୍କୁ ଜେଲ କର୍ତ୍ତୃପକ୍ଷ ହସପିଟାଲରେ ଭର୍ତ୍ତି କରିଥିଲେ I ମାତ୍ର ଡାକ୍ତର ତାଙ୍କୁ ମଙ୍ଗଳବାର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.