ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଚୂଡାନ୍ତ

0
  • ପଛୁଆବର୍ଗ ୪, ଅନୁସୂଚିତ ଜାତିଙ୍କ ପାଇଁ ୪ ଆସନ
  • ଦେଖନ୍ତୁ ଚୂଡାନ୍ତ ସଂରକ୍ଷଣ ତାଲିକା
  • ଭୁବନେଶ୍ୱର //TATKAL ODHISHA//

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି I

୩୦ ଜିଲ୍ଲାରୁ ପଛୁଆବର୍ଗଙ୍କ ପାଇଁ ୪ଟି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୪ଟି ସଂରକ୍ଷିତ ହୋଇଛି I ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ହୋଇଥିବା ଆସନଗୁଡିକ ହେଉଛି…

  • ଅନୁଗୋଳ,
  • ଖୋର୍ଦ୍ଧା,
  • ନୟାଗଡ଼
  • ସୋନପୁର
  • ଏସବୁ ଆସନଗୁଡିକ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ନେଇ ବିଧିବଦ୍ଧ ବିଜ୍ଞପ୍ତି ହୋଇଛି I
  • ହେଲେ ଅନୁସୂଚିତ ଜାତିର ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି 4 ଆସନ ତାହା ହେଉଛି ..
  • କଟକ,
  • ଜଗତସିଂହପୁର,
  • ଭଦ୍ରକ
  • ଯାଜପୁର

Leave A Reply

Your email address will not be published.