ଜାମିନ ପାଇଲେ ନିରଞ୍ଜନ ସେଠୀ
- କଟକ,//TATKAL ODISHA//
ଏକ ହତ୍ୟାକାଣ୍ଡ ଘଟଣାରେ ଭଦ୍ରକ ଜେଲରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ ଜାମିନ ପାଇ ମୁକୁଳିବାକୁ ଯାଉଛନ୍ତି I
ପୂର୍ବରୁ ତଳ କୋର୍ଟ ଦ୍ୱାରା ଜାମିନ ନାଂକଚ ହୋଇଥିଲେ ହେଁ ହାଇକୋର୍ଟ ଦ୍ୱାରା ଜାମିନ ମିଳିଛି I
ହେଲେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିର୍ଦେଶନାମା ପ୍ରକାଶ ପାଇନାହିଁ I ତାହା ପ୍ରକାଶ ପାଇବା ପରେ ସେ ଜେଲରୁ ବାହାରିବେ ବୋଲି ତାଙ୍କ ନିକଟମ ମହଲରୁ ଜଣାପଡ଼ିଛି I