ଜାଗରରେ ଶୁଣନ୍ତୁ ନୂଆ ଶିବ ଭଜନ “ଦେବ ଦେବ ମହାଦେବ”

0
  • ସତ୍ୟବ୍ରତ ସାହୁଙ୍କ କଣ୍ଠରେ..
  • ଭୁବନେଶ୍ୱର//TATKAL ODISHA//MUSIC//

ହର ହର ମହାଦେବ I ସେ ଶିବ I ସେ ମହେଶ୍ୱର I ସେ ନୀଳକଣ୍ଠ I ସେ ଭୋଳାନାଥ, ସେ କପିଳନାଥ ଏବଂ ସେ ଭୋଳାଶଙ୍କର I

ସେ ସେ କୋପେବର ତ ତପେବର I

ସେହି ଶିବଙ୍କ ଆରାଧନା ପାଇଁ କିଏ କେତେ ପ୍ରକାରର ପୂଜା କରୁଛି, କେତେ ଭଜନ ବି ଗାଉଛି I

ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ମହାଶିବ ରାତ୍ରି ଉପଲକ୍ଷେ ଗାନ କରିଛନ୍ତି ହୃଦୟକୁ ଛୁଇଁଲା ଭଳି ଭଜନ ” ଦେବ ଦେବ ମହାଦେବ “

ଶୁଣନ୍ତୁ ସେହି ଭକ୍ତିପୂର୍ଣ୍ଣ ଗୀତଟି…

Leave A Reply

Your email address will not be published.