ଜଗନ୍ନାଥଙ୍କ ନୂଆ ଭଜନ “ଜୀବନରେ ଅଙ୍କ”… ଅସୀମାଙ୍କ କଣ୍ଠରେ ଶୁଣନ୍ତୁ…

0
  • ଭୁବନେଶ୍ୱର//TATKAL MUSIC//

ଜୀବନର ଅଙ୍କ କଷୁ କଷୁ ମୁଁଯେ’ ହରଣରେ ହାରିଗଲି
ଜୀବନର ବାଟ ଚାଲୁ ଚାଲୁ ପରା ଅବାଟରେ ଝୁଣ୍ଟିଗଲି”…

ଆପଣମାନେ ବହୁତ୍ ଭଜନ ଶୁଣିଛନ୍ତି, ଏହି ଭଜନ ଶୁଣନ୍ତୁ, ତା’ର ଶବ୍ଦ….ଭାବ ଓ ସଙ୍ଗୀତକୁ ପରଖନ୍ତୁ…….ଆଉ ଭଲ ପାଇବା ଦିଅନ୍ତୁ…
Release today
Odia bhajan…
ଜୀବନ ର ଅଙ୍କ “

  • SINGER – ASEEMA PANDA
  • LYRIC – TUNU PATTANAYAK
  • MUSIC – TUNU PATTANAYAK & MAHENDRA NATH MALLIK.

ଏଭଳି ଶ୍ରୁତିମଧୁ୍ର ଭକ୍ତି ଗୀତକୁ ବାରମ୍ବାର ଶୁଣନ୍ତୁ…YOUTUBE LINK

Leave A Reply

Your email address will not be published.