ପାଞ୍ଚ ବରିଷ୍ଠ OASଙ୍କ ପଦୋନ୍ନତି

0

ଭୁବନେଶ୍ୱର// TATKAL ODISHA//

ପାଞ୍ଚ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (OAS) ପଦୋନ୍ନତି ପାଇଛନ୍ତି I

ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିଶ କ୍ରମେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପାଇଛି I

ସେମାନେ ହେଉଛନ୍ତି..

  • ହର ପ୍ରସାଦ ଭୋଇ
  • ଭକ୍ତବନ୍ଧୁ ଦଳାଇ
  • ଦେବି ପ୍ରସାଦ ଟାଲି
  • ଅଭିମନ୍ୟୁ ବେହରା
  • ସୁଧାଂଶୁ କୁମାର ଭୋଇ

Leave A Reply

Your email address will not be published.