ବାସ୍ତୁବିଜ୍ଞାନ-27: କେମିତି ହେବ ସ୍ନାନାଗାର ଓ ଶୌଚାଳୟ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • ଭୁବନେଶ୍ୱର//TATKAL ODISHA//ବାସ୍ତୁଗୃହ//

*****************************************************

ପୂର୍ବରୁ TATKAL ODISHA ପକ୍ଷରୁ 26 ଅଧ୍ୟାୟ ପ୍ରକାଶିତ ହୋଇଛି I ଏଥର ଘର ଭିତରେ ସ୍ନାନାଗାର ଓ ଶୌଚାଳୟର ସ୍ଥିତି କଣ ହେବା ଉଚିତ? ତାହା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି,ଆସନ୍ତୁ ଦେଖିବା…

ସ୍ନାନାଗାର (Bath Room) :

  • (କ) ପୂର୍ବ ଦିଗଟି ସ୍ନାନାଗାର ନିମିତ୍ତ ଉଦ୍ଦିଷ୍ଟ ।
  • (ଖ) ପୂର୍ବ କିମ୍ବା ଉତ୍ତର ଦିଗ କାନ୍ଥରେ ଦର୍ପଣ ଲଗାଇବା ଉଚିତ।

  • (6) ଦକ୍ଷିଣ-ପଶ୍ଚିମ କୋଣକୁ ବାଦ୍ ଦେଇ ଦ୍ବାର ଅନ୍ୟ ଦିଗରେ ଲଗାଇଯାଇପାରେ; ମାତ୍ର ଝରକା ଓ ଭେଣ୍ଟିଲେଟର ଉତ୍ତର, ପୂର୍ବରେ ରଖୁବା ଉଚିତ ।
  • (ଘ) ଚଟାଣଟି ଏପରି ନିର୍ମିତ ହେବା ଉଚିତ୍, ଯେପରି ପାଣି ନିଷ୍କାସନ ହେବାରେ କୌଣସି ପ୍ରତିବନ୍ଧକ ନ ହୁଏ ସୁତରାଂ ସାମାନ୍ୟ ଗଡ଼ାଣିଆ ଏହାର ମୁଖ୍ୟ ବୈଶିଷ୍ଟ୍ୟ ।

ଶୌଚାଗାର (Toilets) :

  • (କ) ଶୌଚାଗାର ଭୂଖଣ୍ଡର ମଧ୍ୟ ଭାଗରେ ନ ହେବା ଉଚିତ । ପଶ୍ଚିମ କିମ୍ବା ବାୟବ୍ୟ କୋଣଟି ଉତ୍ତମ ।
  • (ଖ) ଲାଟ୍ରିନ୍ (Latrine) ଟି ଚଟାଣଠାରୁ ଏକ ଫୁଟ୍‌ରୁ ଦେଢ଼ ଫୁଟ ଉଚ୍ଚ ହେବା ଉଚିତ ।
  • (ଗ) ଦ୍ଵାର ଉତ୍ତର, ପୂର୍ବ ଦିଗରେ ଝରକାକୁ (କ୍ଷୁଦ୍ର) ଦକ୍ଷିଣ ଦିଗକୁ ଛାଡ଼ି ଅନ୍ୟ ତିନି ଦିଗରେ ଲଗାଯାଇ ପାରିବ
  • (ଘ) ଦ୍ବାରର ବିପରୀତ ଦିଗକୁ ଚଟାଣ ଗଡ଼ାଣିଆ ହେବା ଏକାନ୍ତ ଜରୁରୀ ।

(କ୍ରମଶଃ )

  • TATKALODISHAର ପୂର୍ବ ରିପୋର୍ଟ ଦେଖନ୍ତୁ…

// ବାସ୍ତୁବିଜ୍ଞାନ-26/ /

କେମିତି ହେବ ‘ସିଡ଼ିଘର’

ବାସ୍ତୁବିଜ୍ଞାନ-26: କେମିତି ହେବ ‘ସିଡ଼ିଘର’

Leave A Reply

Your email address will not be published.