ଗୃହ ପାଇଁ ବାସ୍ତୁବିଜ୍ଞାନ-3, “ଦିଗ ନିର୍ଣ୍ଣୟ”

0
  • ଵାସ୍ତୁବିତ ଇଂ ଅଜୟ ମହାପାତ୍ର

ଭୁବନେଶ୍ୱର//TATKAL ODISHA //

++++++++++++++++++++++++++++++++++++++++

ଆମେ ପୂର୍ବରୁ TATKAL ODISHAରେ ଓଡ଼ିଶାରେ ବିଶିଷ୍ଟ ଵାସ୍ତୁବିତ ଇଂ ଅଜୟ ମହାପାତ୍ରଙ୍କ “ଗୃହ ପାଇଁ ବାସ୍ତୁବିଜ୍ଞାନ” ଶୀର୍ଷକ ଦୁଇଟି ସ୍ତମ୍ବ ଦେଇଥଲୁ I ଶୁକ୍ରବାର ପୁଣି ତୃତୀୟ ସ୍ତମ୍ବ ଦେଉଛୁ…ଘର କରିବା ଜମି କେମିତି ହେବ? ତାର ଦିଗ ଆଦି ବିଚାର କରିବାକୁ ପଡ଼ିବ….

+++++++++++++++++++++++++++++++++++++++

ଦିଗ ନିର୍ଣ୍ଣୟ :

ଗୃହ ନିର୍ମାଣ ପୂର୍ବରୁ ଭୂଖଣ୍ଡର ସଠିକ୍ ଦିଗ ନିର୍ଣ୍ଣୟ କରିବା ନିହାତି ଆବଶ୍ୟକ । ଏହାକୁ ପ୍ରକାରଭେଦରେ ସାଧାରଣତଃ ୧୦ଟି ଭାଗରେ ବିଭକ୍ତକରଣ କରାଯାଇଥାଏ ।

ଯଥା—

  • (୧) ଉତ୍ତର,
  • (୨) ଦକ୍ଷିଣ,
  • (୩) ପୂର୍ବ,
  • (୪) ପଶ୍ଚିମ,
  • (୫) ଉତ୍ତର-ପୂର୍ (ଐଶାନ୍ଯ),
  • (୬) ଦକ୍ଷିଣ-ପୂର୍ବ (ଆଗ୍ନେୟ),
  • (୭) ଦକ୍ଷିଣ-ପଶ୍ଚିମ (ନୈଋତ),
  • (୮) ଉତ୍ତର-ପଶ୍ଚିମ (ବାୟବ),
  • (୯) ଊର୍ଦୁ,
  • (୧୦) ଅଧଃ

ଦେଖନ୍ତୁ ଦିଗ?

ଏମିତି ଦିଗ ନିର୍ଣ୍ଣୟ କରାଯିବ

ଘର କରିବା ପୂର୍ବରୁ କେଉଁ ଦିଗରେ ପ୍ଲଟର ଏଭଳି ଦିଗ ନିର୍ଣ୍ଣୟ କରିବାକୁ ହେବ, ତାକୁ ନଜର ଦେବାକୁ ପଡ଼ିବ I

//କ୍ରମଶଃ//

  • ସମ୍ପର୍କ : ଇଂ ଅଜୟ ମହାପାତ୍ର
  • ମୋବାଇଲ : 9437179025
  • TATKAL ODISHA ରେ ଦେଖନ୍ତୁ ବାସ୍ତୁ ବିଜ୍ଞାନ ଉପରେ ପୂର୍ବ ରିପୋର୍ଟ…

// ନୂଆ ସ୍ତମ୍ବ //ଘର ପାଇଁ ବାସ୍ତୁବିଜ୍ଞାନ-2: “ବାସପଯୋଗୀ ପ୍ଲଟର ଆକାର କେମିତି ହେବ?”

ଘର ପାଇଁ ବାସ୍ତୁ ବିଜ୍ଞାନ-2: ‘ପ୍ଲଟର ଉତ୍ତମ ଆକାର’

Leave A Reply

Your email address will not be published.