ଗୀତାଞ୍ଜଳିଙ୍କୁ ଶ୍ରଦ୍ଧାଞ୍ଜଳି
- ପ୍ରଥମ ଶ୍ରାଦ୍ଧ ବାର୍ଷିକୀ// ଗୀତାଞ୍ଜଳି ପାଣି//
ଭୁବନେଶ୍ୱର//TATKAL ODISHA//
ଚାହୁଁ ଚାହୁଁ ବିତିଗଲା ବର୍ଷେ I ବିତିଗଲା ବାର ମାସର ଅନେକ ଘଟଣାବହୁଳ ଦିନସବୁ I ଏଇ ବର୍ଷ ଭିତରେ ବି ଦୁନିଆ ଅନେକ ବଦଳିଛି, ଆଉ ଘଟଣା ଓ ଘନାଘଟା ଭିତରେ କେତେ କଣ ହୋଇଛି I ହେଲେ ଆମେ ବଦଳି ନାହୁଁ I ପ୍ରତିକ୍ଷଣରେ ଆମ ମାନସପଟରେ ତୁମ ପ୍ରତିଛବି ଉଙ୍କି ମାରିଛି .. ଆଉ କାନରେ ଗୁଣୁଗୁଣୁ ହେଉଛି ଶୁଭିଛି ତୁମର ସେଇ ସୁମଧୁ୍ର କଥାସବୁ…
– ତୁମ
ଶୂନ୍ୟସ୍ଥାନ ଅପୂରଣୀୟ…କେବେ ବି ପୂରଣ ହେବନି ଏଇ ଯିବ ଦଶାରେ..
– ତୁମେ ହିଁ ତ ମୋ ପାଇଁ ‘ସ୍ମୃତିର ସନ୍ତକ’...
ତୁମର ସ୍ନେହ, ଶ୍ରଦ୍ଧା, ତ୍ୟାଗ, ନିଷ୍ଠା, ଆନ୍ତରିକତା, ଦୟା, କର୍ତ୍ତବ୍ୟପରାୟଣତା, ଧର୍ମୀୟ ଭାବନା ଓ ଶୈକ୍ଷିକ ଆଦର୍ଶ ଅନନ୍ୟ I ତୁମ ଆବର୍ତ୍ତମାନର ବି ତାହା ଜୀବନ୍ତ I ସେମିତି ରହିବ ସବୁଦିନ I
ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ଏତିକି ପ୍ରାର୍ଥନା ‘ତୁମର ଆତ୍ମାର ସଦଗତି ହେଉ’ I ତୁମେ ଆରପାରିରେ ନିଶ୍ଚୟ ଶାନ୍ତିରେ ଥିବ.. ଏତିକି ମୋର ବିଶ୍ୱାସ ଅଛି…
ତୁମର
ବିଚିତ୍ର
(ସ୍ୱାମୀ)