ଗାଙ୍ଗୁଲିଙ୍କୁ କରୋନା, ଡାକ୍ତରଖାନାରେ ଭର୍ତ୍ତି

0


କୋଲକାତା //TATKAL ODISHA//


ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି I  ୪୯ ବର୍ଷୀୟ ଗାଙ୍ଗୁଲିଙ୍କୁ କୋଲକାତାର କାଠଯୋଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ଏବେ ସୁସ୍ଥ ଅଛନ୍ତି I


ଚଳିତ ବର୍ଷ ପ୍ରାରମ୍ଭରେ ସୌରଭ ଗାଙ୍ଗୁଲିଙ୍କର ହୃଦଘାତ ହୋଇଥିଲା I ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।  ଦୁଇଥର ଆଞ୍ଜିଓପ୍ଲାଷ୍ଟ ପରେ ସୁସ୍ଥ ହୋଇଥିଲେ I  

Leave A Reply

Your email address will not be published.