କେନ୍ଦ୍ର କର୍ମଚାରୀଙ୍କୁ ପୂଜା ଭେଟି : ବଢ଼ିଲା 4% ମାହାଙ୍ଗା ଭତ୍ତା

0
  • ନୂଆଦିଲ୍ଲୀ//TATKAL ODISHA//

କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନଧାରିଙ୍କୁ ଦୁର୍ଗାପୁଜା ଭେଟି ଦେଇଛନ୍ତି।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଛି।ଏହାଦ୍ୱାରା  50 ଲକ୍ଷ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରାୟ 62 ଲକ୍ଷ ପେନ୍‌ସନ୍‌ ପାଉଥିବା କର୍ମଚାରୀ ଉପକୃତ ହେବେ।

ସେପ୍ଟେମ୍ବର ୩୦ରୁ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ମହଙ୍ଗା ଭତ୍ତା ଯୋଡାଯିବ।

Leave A Reply

Your email address will not be published.