କାର୍ଯ୍ୟପରାର୍ମଦାତା କମିଟି ଗଠନ: ଅତନୁ ସାମିଲ

0


  • ଅଧିଷ୍ଠାତା ମଣ୍ଡଳୀ ବି ଗଠନ କଲେ ବାଚସ୍ପତି


ଭୁବନେଶ୍ୱର//TATKAL ODISHA//

ବିଧାନସଭାର ଗୁରୁତ୍ୱପୂର୍ଣ କାର୍ଯ୍ୟପରାମର୍ଶଦାତା କମିଟି ଗଠନ ହୋଇଛି । ଏହି ସାତ ଜଣିଆ କମିଟି ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସାମିଲ ହୋଇଛନ୍ତି I

ଶନିବାର ଗୃହରେ ବିଧାସଭା ପ୍ରଶ୍ନୋତ୍ତର ପରେ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରିଛନ୍ତି ।
 କାର୍ଯ୍ୟପରାମର୍ଶଦାତା କମିଟିରେ ସଦସ୍ୟ…

  • ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ,
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
  • ଆଦିବାସୀ, ହରିଜନ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା
  • ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
  • ସରକାରୀ ଦଳ ମୁଖ୍ୟ ସଚତେକ ପ୍ରଶାନ୍ତ ମୁଦୁଲି
  • କଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର
  • ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସଦସ୍ୟ ରହିଛନ୍ତି ।

ଅଧିଷ୍ଠାତା ମଣ୍ଡଳୀ

ବିଧାନସଭାର ନୂଆ ଅଧିଷ୍ଠାତା ମଣ୍ଡଳୀ ଗଠନ ହୋଇଛି I ସେମାନେ ହେଉଛନ୍ତି..

  • ବିଧାୟକ ଦେବୀ ପ୍ରସାଦ ମିଶ୍ର,
  • ପ୍ରଫୁଲ୍ଲ ସମାଲ,
  • ଶଶି ଭୁଷଣ ବେହେରା,
  • ମନୋହାର ରାନ୍ଧାରୀ,
  • ସ୍ନେହାଙ୍ଗିନୀ ଛୁରିଆ,
  • ସୁବାସ ପାଣିଗ୍ରାହୀ,
  • ସନ୍ତୋଷ ସିଂ ସାଲୁଜା

Leave A Reply

Your email address will not be published.