କାବୁଲ ବିମାନବନ୍ଦରରେ ଶତାଧିକ ଲୋକ ଅପହରଣ, ଅଧିକାଂଶ ଭାରତୀୟ

0
  • କାବୁଲ, ନୂଆଦିଲ୍ଲୀ//TATKAL ODISHA//

  • ଆଫଗାନିସ୍ତାନରେ ତାଲିବାନର ଦୌରାତ୍ମ୍ୟ ଜାରି ରହିଛି I କାବୁଲ ବିମାନବନ୍ଦର ନିକଟରୁ ଶତାଧିକ ଲୋକଙ୍କୁ ତାଲିବାନୀ ସଂନ୍ତ୍ରାଶବାଦୀ  ଅପହରଣ କରିଛି । 
  • ମିଳିଥିବା ସୂଚାନୁସାରେ ୧୫୦ରୁ ଅଧିକ ଲୋକଙ୍କୁ ତାଲିବାନ ଅପହରଣ କରିଥିବା ସୂଚନା। ଅପହୃତଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା କୁହାଯାଉଛି ।
  • ତାଲିବାନ ନେଇଯାଇଥିବା ଲୋକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳୁନି ।

Leave A Reply

Your email address will not be published.