କରୋନା ସଂକ୍ରମଣ : ଗୋଟିଏ ଦିନରେ 879

0

ଭୁବନେଶ୍ବର//ତତ୍କାଳ ଓଡିଶା//

ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କରୋନା ଅଣାୟତ୍ତ I ବ୍ୟାପି ଚାଲିଛି ସଂକ୍ରମଣ । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୮୭୯ ନୂଆ ଆକ୍ରାନ୍ତ ଚି଼ହ୍ନଟ । ଏଥିରୁ କ୍ୱାରେଣ୍ଟାଇନରୁ ୫୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୩୬୧ଟି । ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ପଜିଟିଭ୍ ବାହାରିଥିବା ବେଳେ ଛତିଶଗଡ଼ ସୀମାନ୍ତ ସୁନ୍ଦରଗଡ଼ରୁ ୧୩୧ ସଂକ୍ରମିତ ହୋଇଛନ୍ତି I ନୂଆପଡ଼ାରୁ ୬୧, ବରଗଡ଼ ୫୩, ସମ୍ୱଲପୁର ୪୮ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୫୦, ପୁରୀ ୪୫ ଓ ଗଞ୍ଜାମ ଜିଲ୍ଲାରେ ଆଉ ୩୧ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା I ଦେଖନ୍ତୁ ଜିଲ୍ଲାର କରୋନା ସ୍ଥିତି…

Covid-19 Report For 7th April

New Positive Cases: 879
In Quarantine: 518
Local Contacts: 361

(Details of local contacts will be shared by concerned District Administration)

District Wi Angul: 20

  1. Balasore: 22
  2. Bargarh: 53
  3. Bhadrak: 17
  4. Balangir: 26
  5. Boudh: 1
  6. Cuttack: 50
  7. Deogarh: 1
  8. Gajapati: 1
  9. Ganjam: 31
  10. Jagatsinghpur: 2
  11. Jajpur: 15
  12. Jharsuguda: 23
  13. Kalahandi: 43
  14. Kandhamal: 5
  15. Kendrapada: 9
  16. Keonjhar: 25
  17. Khurda: 144
  18. Koraput: 5
  19. Mayurbhanj: 29
  20. Nawarangpur: 19
  21. Nayagarh: 6
  22. Nuapada: 61
  23. Puri: 45
  24. Rayagada: 13
  25. Sambalpur: 48
  26. Sonepur: 2
  27. Sundargarh: 131
  28. State Pool: 32

New recoveries: 246
Cumulative tested: 9275631
Positive: 345526
Recovered: 338662
Active cases: 4888

Leave A Reply

Your email address will not be published.