କରୋନା : ଦିନକରେ 1379

0


ଭୁବନେଶ୍ୱର //ତତ୍କାଳ ଓଡିଶା//

ଦିନକରେ ଆଉ ୧୩୭୯ ନୂଆ ଆକ୍ରାନ୍ତ ଚି଼ହ୍ନଟ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ ।  ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୧୭ ସଂକ୍ରମିତ ହୋଇଥିଲାବେଳେ ଦ୍ୱିତୀୟ ସ୍ଥାନରେ ଥିବା ଖୋର୍ଦ୍ଧାରୁ ୧୫୮ ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି । 

  ଅନ୍ୟ ପକ୍ଷରେ ନୂଆପଡ଼ାରୁ ୯୦, ସମ୍ୱଲପୁରରୁ  ୮୬, ନବରଙ୍ଗପୁର ୭୧, ବରଗଡ଼ ୬୮, କଟକରୁ   ୫୬,   ବଲାଙ୍ଗିରରୁ ୫୪, ମୟୂରଭଞ୍ଜ ୪୯, ପୁରୀ ୪୩ ଓ ଝାରସୁଗୁଡ଼ା ଜିଲ୍ଲାରୁ  ୪୨ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।  

Leave A Reply

Your email address will not be published.