କଟକ ସ୍ବିରେଜ ଦୁର୍ଘଟଣା:ଜେଇ ନିଲମ୍ବିତ,ଏତଲା

0
  • ଦୁଇ ଇଞ୍ଜିନିୟରଙ୍କ ବଦଳି
  • ମୃତକଙ୍କ ପରିବାର ପାଇଁ ଦଶ ଲଷ କରି ଅନୁକମ୍ପା  ସହାୟତା 
    ଭୁବନେଶ୍ୱର,//ତତ୍କାଳ ଓଡିଶା//କଟକ ସ୍ବିରେଜ ଦୁର୍ଘଟଣାରେ ମୃତକଦ୍ବୟଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆଡ୍ମୀୟଙ୍କୁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ କରିଛନ୍ତି । ଏଥିପାଇଁ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟରଙ୍କୁ  ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି I ଦୁଇ ଇଞ୍ଜିନିୟରଙ୍କ ବଦଳି କରାଯାଇଛି । କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ ବେଗ ପ୍ରକାଶ କରିବା ସହ ଦାୟିତ୍ୱରେ  ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇPHEOର Executive Engineer ତଥା watco GM ସୁଶାନ୍ତ ଘଡେଇ ,SDO and GM ୱାଟକୋ  ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର  ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି ୍ତା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ   service provider ଶ୍ରୀ ଦୀପକ ନାୟକଙ୍କ ବିରୁଦ୍ଧରେ CMC ପଷରୁ ଥାନାରେ ଏତଲା ଦିଆଯାଇଛି ।
  • ଏହି ଘଟଣାରେ ଆହତ  ହୋଇ  ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Leave A Reply

Your email address will not be published.