କାହିଁକି ମନେ ରହିବେ? ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି

0
  • ଜନ୍ମ ଦିବସରେ ସ୍ମୃତିଚାରଣ

+++++++++++++++++++++++++++++++++++

  • ଶ୍ରୀକାନ୍ତ ଦାଶ
  • TATKAL ODISHA// ଜନ୍ମ ଜୟନ୍ତୀ//

++++++++++++++++++++++++++++++++++++

ସ୍ୱତନ୍ତ୍ର ଓଡିଶରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଆଜି ପବିତ୍ର ଜନ୍ମଦିବସ I

1892ମସିହା ଆଜିର ଦିନରେ ସେ ଜନ୍ମ ହୋଇ 1974 ମେ 25ରେ ପରଲୋକ ପ୍ରାପ୍ତ ହୋଇଥିଲେ I

1937ମସିହା ଏପ୍ରିଲ 1ରେ ସେ ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ସେହି ବର୍ଷ ଜୁଲାଇ 19ପର୍ଯ୍ୟନ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ I

1941ନଭେମ୍ବର 29ରେ ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ I

ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଉଚ୍ଚ ନ୍ୟାୟାଳୟ, ବିଦ୍ୟାଧର ପୁର ଧାନ ଗବେଷଣା କେନ୍ଦ୍ର ଆଦି ସ୍ଥାପିତ ହୋଇଥିଲା |


ସେ ଥିଲେ ବିଦ୍ୟାନୁରାଗୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରେମୀ, ଉଦାର ହୃଦୟର ମଣିଷ ତାଙ୍କର ପବିତ୍ର ଜୟନ୍ତୀରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି I


ବନ୍ଦେ ଉତ୍କଳ ଜନନୀ


କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ 🙏ଦୂରଭାଷ 9238304919

Leave A Reply

Your email address will not be published.