ଆଠ ଥର ଓଡ଼ିଶା ଆସିଥିଲେ ମହାତ୍ମା

0
  • ଭୁବନେଶ୍ୱର//TATKAL ODISHA//

ଠିକ୍ ଶହେ ବର୍ଷ ତଳେ ଦେବଭୂମି ଓଡ଼ିଶାରେ  ମହାତ୍ମା ଗାନ୍ଧୀଙ୍କ ପାଦ ପଡିଥିଲା। ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଥିଲେ ।

ମହାତ୍ମା କେବେ ଓଡ଼ିଶାକୁ ଆସିଥିଲେ?

  • – ୧୯୨୧ ମାର୍ଚ୍ଚରୁ ୨୩ରୁ ୨୯: କଟକ, ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଗ୍ରସ୍ତ କରିଥିଲେ
  • – ୧୯୨୫ ଅଗଷ୍ଟ ୧୯ ଓ ୨୦: କଟକ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ
  • – ୧୯୨୭ ଡିସେମ୍ବର ୪ରୁ୨୧: ୧୫ ଦିନିଆ ଗସ୍ତରେ ଆସି ଖଦିର ପ୍ରସାର କରିଥିଲେ
  •  – ୧୯୨୮ ଡିସେମ୍ବର ୨୨: ଝାରସୁଗୁଡ଼ା ଓ ସାଲେପୁର ଗ୍ରସ୍ତ କରିଥିଲେ
  • -୧୯୩୪ ମଇ ୫ରୁ ୧୬: ଝାରସୁଗୁଡ଼ା, ସମ୍ବଲପୁର, କଟକ ଓ ପୁରୀରେ ପଦଯାତ୍ରା କରିଥିଲେ
  • – ୧୯୩୪ ମଇ ୨୧ରୁ ଜୁନ୍ ୭: ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପଦଯାତ୍ରା କରିଥିଲେ
  • – ୧୯୩୮ ମାର୍ଚ୍ଚ ୨୫ରୁ ୩୧: ପୁରୀ ଡେଲାଙ୍ଗ ଗ୍ରସ୍ତ କରିଥିଲେ
  • ୧୯୪୭ ଜାନୁୟାରୀ ୨୦: ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ୱପୁର ରେଳ ଷ୍ଟେସନରେ ଓହ୍ଲାଇଥିଲେ

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘Gandhiji in Odisha’ ପୁସ୍ତକରୁ ଆନୀତ)

Leave A Reply

Your email address will not be published.