ଓଡ଼ିଆ ପୁଅଙ୍କ କମାଲ : କ୍ଵାଟର ଫାଇନାଲରେ ପ୍ରବେଶ

0

  • ପୋଲାଣ୍ଡକୁ ୮-୨ ଗୋଲରେ ହରାଇଛି 

ଭୁବନେଶ୍ୱର//TATKAL ODISHA//

ଭାରତୀୟ ଜୁନିଅର ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୋଲାଣ୍ଡକୁ ୮-୨ ଗୋଲରେ ହରାଇଛି I ଡିସେମ୍ବର ୧ରେ  କ୍ୱାର୍ଟର ଫାଇନାଲରେ ଭାରତ  ବେଲଜିୟମକୁ ଭେଟିବ।

ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ଏହି ମ୍ୟାଚରେ କମାଲ କରିଥିଲେ । ସେ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.