ଆଲୋଚନା ଚାଲିଥିବା ବେଳେ ସୋସିଆଲ ମିଡ଼ିଆରେ ବୁଲିଲା ମନ୍ତ୍ରୀଙ୍କ ଉତ୍ତର?

0

ଭୁବନେଶ୍ୱର//TATKAL ODISHA //

ବିଧାନସଭାରେ ପର୍ଯ୍ୟଟନ ଏବଂ ଯୋଜନା ଓ ସଂଯୋଜନା ବିଭାଗର ବାର୍ଷିକ ଖର୍ଚ୍ଚ ଦାବି ଚାଲିଥିବା ବେଳେ ଦୁଇ ମନ୍ତ୍ରୀଙ୍କ ଉତ୍ତର ସୋସିଆଲ ମେଡ଼ିଆ(ହ୍ୱାଟ୍ସ ଆପ ଗ୍ରୁପ)ରେ ଘୁରି ବୁଲୁଛି?

ବିଭିନ୍ନ ଦଳର ବିଧାୟକମାନେ ମତ ରଖୁଥିଲେ I

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏବଂ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଗୃହରେ ଉତ୍ତର ରଖି ନ ଥିଲେ I ହେଲେ ପୂର୍ବରୁ ଉତ୍ତର ବାହାରେ ବୁଲିଲା I

ନିୟମ ଦୃଷ୍ଟିରୁ ହେବା କଥା ନୁହେଁ I

Leave A Reply

Your email address will not be published.